Installing Ubuntu Linux OS in a VirtualBox - Oriya

This is a sample video. To access the full content,
please Login

413 visits



Outline:

ଏକ VirtualBoxରେ Ubuntu Linux OS ଇନଷ୍ଟଲ୍ କରିବା VirtualBox ପାଇଁ ସିଷ୍ଟମ୍ ଆବଶ୍ୟକତା ସିଷ୍ଟମ୍ ପ୍ରକାର ଯାଞ୍ଚ କରିବା (32 Bit କିମ୍ୱା 64 Bit) Ubuntu Linux 16.04 ISO ଡାଉନଲୋଡ୍ କରିବା VirtualBox ଆରମ୍ଭ କରିବା Ubuntu ଇନଷ୍ଟଲ୍ କରିବା ପାଇଁ Virtual Machine (VM) ତିଆରି କରିବା VM ପାଇଁ RAM ଓ ହାର୍ଡ ଡିସ୍କ ସେଟ୍ କରିବା VMରେ Ubuntu Linux 16.04 ଇନଷ୍ଟଲ୍ କରିବା Ubuntu ପାଇଁ ଭାଷା ସେଟ୍ ଅପ୍ ହାର୍ଡ ଡିସ୍କ ପାର୍ଟିଶନ୍ କରିବା Ubuntu ପାଇଁ କୀ’ବୋର୍ଡ ସେଟ୍ ଅପ୍ ଇଗ୍-ଇନ୍ ବିବରଣୀ ଲେଖିବା Ubuntu Linuxରେ ଇଗ୍-ଇନ୍ କରିବା Ubuntu Linuxରୁ ଶଟ୍ ଡାଉନ୍ ହେବା