Using Template files in PyFoam - Oriya

272 visits



Outline:

- PyFoam ଟେମ୍ପ୍ଲେଟ୍ ଫାଇଲଗୁଡିକ - ଟେମ୍ପ୍ଲେଟ୍ ଫାଇଲଗୁଡିକର ସିଣ୍ଟାକ୍ସ - ଟେମ୍ପ୍ଲେଟ୍ ଫାଇଲଗୁଡିକରେ ଭେରିଏବଲ୍ ପ୍ରତିସ୍ଥାପନର କୌଶଳ - ଟେମ୍ପ୍ଲେଟ୍ ଫାଇଲଗୁଡିକ ମଧ୍ୟରେ ଥିବା Python କୋଡ୍ - Wedge15Ma5 କେସ୍ ପାଇଁ ଥିବା କୋଅର୍ଡିନେଟଗୁଡିକୁ ଗଣନା କରିବା - କୋଅର୍ଡିନେଟଗୁଡିକୁ ଗଣନା କରିବା ପାଇଁ ଥିବା ଟେମ୍ପ୍ଲେଟ୍ ଫାଇଲ୍ - Wedge15Ma5ରେ ଭେଲ୍ୟୁଗୁଡିକୁ ପ୍ରତିସ୍ଥାପନ କରିବା - blockMeshDict ଫାଇଲ୍ ସୃଷ୍ଟି କରିବା ପାଇଁ ଥିବା Python କମାଣ୍ଡ - blockMeshDict ଫାଇଲ୍ ସୃଷ୍ଟି କରିବା - ଟେମ୍ପ୍ଲେଟ୍ ଫାଇଲରେ ଭେଲ୍ୟୂଗୁଡିକୁ ପରିବର୍ତ୍ତନ କରିବା