This is a sample video. To access the full content, please Login
No questions yet
299 visits
Outline:- PyFoamର ଉପଯୋଗିତାଗୁଡିକ - ଉପଯୋଗିତାଗୁଡିକର ଗଠନ ଓ ପ୍ରକାର - କମାଣ୍ଡ ଲାଇନରୁ PyFoamର ଉପଯୋଗିତାଗୁଡିକୁ ନିଷ୍ପାଦନ କରିବା - Tab କମ୍ପ୍ଲିଶନକୁ ବ୍ୟବହାର କରି ସମସ୍ତ ଉପଯୋଗିତାଗୁଡିକୁ ଦେଖିବା - ଦୁଇଟି ଉପଯୋଗିତା- PyFoamRunner.py ଓ PyFoamSamplePlot.pyକୁ ବ୍ୟବହାର କରିବା - pyFoamRunner.pyକୁ ବ୍ୟବହାର କରି solverଗୁଡିକୁ ରନ୍ କରିବା ଏବଂ ଲଗ୍ ଫାଇଲଗୁଡିକୁ ଜେନେରେଟ୍ କରିବା - pyFoamSamplePlot.pyକୁ ବ୍ୟବହାର କରି ଡେଟା ପ୍ଲଟ୍ କରିବା - shock Tube କେସକୁ ସେଟଅପ୍ କରିବା - caseକୁ ରନ୍ କରିବା ଏବଂ ଲଗଗୁଡିକୁ ବିଶ୍ଳେଷଣ କରିବା ପାଇଁ pyFoamRunner.pyକୁ ବ୍ୟବହାର କରିବା - pyFoamSamplePlot.pyକୁ ବ୍ୟବହାର କରି ଡେଟାକୁ କଳ୍ପନା କରିବା
- PyFoamର ଉପଯୋଗିତାଗୁଡିକ - ଉପଯୋଗିତାଗୁଡିକର ଗଠନ ଓ ପ୍ରକାର - କମାଣ୍ଡ ଲାଇନରୁ PyFoamର ଉପଯୋଗିତାଗୁଡିକୁ ନିଷ୍ପାଦନ କରିବା - Tab କମ୍ପ୍ଲିଶନକୁ ବ୍ୟବହାର କରି ସମସ୍ତ ଉପଯୋଗିତାଗୁଡିକୁ ଦେଖିବା - ଦୁଇଟି ଉପଯୋଗିତା- PyFoamRunner.py ଓ PyFoamSamplePlot.pyକୁ ବ୍ୟବହାର କରିବା - pyFoamRunner.pyକୁ ବ୍ୟବହାର କରି solverଗୁଡିକୁ ରନ୍ କରିବା ଏବଂ ଲଗ୍ ଫାଇଲଗୁଡିକୁ ଜେନେରେଟ୍ କରିବା - pyFoamSamplePlot.pyକୁ ବ୍ୟବହାର କରି ଡେଟା ପ୍ଲଟ୍ କରିବା - shock Tube କେସକୁ ସେଟଅପ୍ କରିବା - caseକୁ ରନ୍ କରିବା ଏବଂ ଲଗଗୁଡିକୁ ବିଶ୍ଳେଷଣ କରିବା ପାଇଁ pyFoamRunner.pyକୁ ବ୍ୟବହାର କରିବା - pyFoamSamplePlot.pyକୁ ବ୍ୟବହାର କରି ଡେଟାକୁ କଳ୍ପନା କରିବା
Show video info
Pre-requisite