Import and Export Images - Oriya

167 visits



Outline:

ଗୋଟିଏ Draw ପେଜ୍ ଉପରେ ଇମେଜଗୁଡିକୁ ଇମ୍ପୋର୍ଟ କରିବା * ଗୋଟିଏ ଲିଙ୍କ ଭାବେ * ଗୋଟିଏ ଇମ୍ବେଡେଡ୍ ଇମେଜ୍ ଭାବେ ଲିଙ୍କଗୁଡିକୁ ଏଡିଟ୍ କରିବା ଲିଙ୍କଗୁଡିକୁ ବାହାର କରିବା ଇମେଜଗୁଡିକୁ ଅଟୋମାଟିକ୍ ଏମ୍ବେଡ୍ କରିବା ଛବିଗୁଡିକୁ ଡିଲିଟ୍ କରିବା ସମଗ୍ର Draw ଫାଇଲକୁ କିମ୍ବା Draw ଫାଇଲର ଗୋଟିଏ ପେଜକୁ ଏକ୍ସପୋର୍ଟ କରିବା ଗୋଟିଏ PDF, HTML, JPEG କିମ୍ବା ଏକ bitmap ଫାଇଲକୁ ଏକ୍ସପୋର୍ଟ କରିବା Format Picture ଟୂଲ୍ ବ୍ୟବହାର କରି ରାଷ୍ଟର୍ ଇମେଜଗୁଡିକୁ ଏଡିଟ୍ କରିବା