For final year UG/PG girls in Chemistry & related fields: Get industry-ready with a certified training program in the chemical sector with We-Chemie.
Click here for more details. Apply here!

Circulation - Oriya

155 visits



Outline:

ପେଟ୍ରନ୍ କ୍ୟାଟେଗୋରୀ: ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷାର୍ଥୀ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଜଣେ Superlibrarian ଭାବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ପାଇଁ ସର୍କୁଲେଶନ୍ ଓ ଫାଇନ୍ କରିବା ନିୟମକୁ ପରିଭାଷିତ କରିବା ପେଟ୍ରନ୍: Ms. Reena Shah, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀର ଆଇଟମ୍‌ଗୁଡ଼ିକୁ ଚେକ୍-ଆଉଟ୍ ଓ ଚେକ୍-ଇନ୍ କରିବା ଲାଇବ୍ରେରୀ ଷ୍ଟାଫ୍ ଭାବେ: ଚେକ୍-ଆଉଟ୍ ଚୟନିତ ଆଇଟମ୍‌ଗ୍ଡ଼ିକୁ ନବୀକରଣ କିମ୍ବା ଚେକ୍ କରିବା ସବୁକୁ ନବୀକରଣ କରିବା