Customizing Ktouch - Oriya

This is a sample video. To access the full content,
please Login

248 visits



Outline:

ଏକ ନୂଆ Lecture ଓ କୀ’ବୋର୍ଡ କ୍ରିଏଟ୍‍ କରିବା ନିମ୍ନ ଦ୍ୱାରା ୟୁଜର୍‍ ଏକ ନୂଆ Lecture କ୍ରିଏଟ୍‍ କରିବେ ଶିଖିବା ପାଇଁ ନୂଆ ଅକ୍ଷର ପ୍ରବେଶ କରିବା, ନୂଆ Lectureକୁ ଏକ XML ଫାଇଲ୍‍ ଭାବରେ ସେଭ୍‍ କରିବା, ନୂଆ Lecture ଫାଇଲ୍‍ ଦେଖିବା, ନୂଆ Lecture ଫାଇଲ୍‍ ରେ ଅକ୍ଷରଗୁଡ଼ିକର ଟାଇପିଙ୍ଗ୍‍ ଅଭ୍ୟାସ କରିବା. ଟ୍ରେନିଙ୍ଗ୍‍ ପାଇଁ ୟୁଜର୍‍ କଲର୍‍ ସେଟିଙ୍ଗ୍‍ ମଧ୍ୟ କରିବେ. ନିମ୍ନ ଦ୍ୱାରା କୀ’ବୋର୍ଡ ତିଆରି କରିବା ଏକ ବିଦ୍ୟମାନ କୀ’ବୋର୍ଡ କଷ୍ଟମାଇଜ୍‍ କରିବା ଏକ ବିଦ୍ୟମାନ କୀ’ବୋର୍ଡର ଫଣ୍ଟ ପରିବର୍ତ୍ତନ କରିବା କୀ’ବୋର୍ଡକୁ ଏକ XML ଫାଇଲ୍‍ ଭାବରେ ସେଭ୍‍ କରିବା ଆସାଇନମେଣ୍ଟ : ୟୁଜର୍‍, ଏକ କୀ’ବୋର୍ଡ ତିଆରି କରିବେ ଏବଂ ସେହି କୀ’ବୋର୍ଡର ଫଣ୍ଟରେ ପରିବର୍ତ୍ତନ କରିବେ

Width:800 Height:600
Duration:00:09:23 Size:4.9 MB

Show video info

Pre-requisite


Configuring Settings