Spreadsheet View Basics - Oriya

182 visits



Outline:

Spreadsheet View Basics (ସ୍ପ୍ରେଡ୍ ଶୀଟ୍ ଭ୍ୟୁ ବେସିକ୍) ଡେଟାକୁ ଦେଖାଇବା ଓ ଗଣନା କରିବା ପାଇଁ ସ୍ପ୍ରେଡ୍ ଶୀଟ୍ ବ୍ୟବହାର କରିବା ଓ ହିଷ୍ଟୋଗ୍ରାମ୍ ତିଆରି କରିବା ବାରମ୍ୱାର ଆଗତ ଜିଓଜେବ୍ରା ଅବଜେକ୍ଟସ୍ ତିଆରି କରିବା, ଯେପରି ସମାନ୍ତରାଳ ରେଖାଗୁଡ଼ିକର ଏକ ସମୂହ