Journal Entry and Balance Sheet in FrontAccounting - Oriya

This is a sample video. To access the full content,
please Login

181 visits



Outline:

Banking and General Ledgerରେ ଥିବା ବିଭିନ୍ନ ମଡ୍ୟୁଲ୍ ବ୍ୟବସାୟରେ କିପରି ମୂଳଧନ ନିବେଶ କରିବା? ଜର୍ନଲ୍ ଏଣ୍ଟ୍ରୀର ଉଦାହରଣ ଜର୍ନଲ୍ ଏଣ୍ଟ୍ରୀ ପାଇଁ ଥିବା ପ୍ରକ୍ରିୟା ଜର୍ନଲ୍ ଏଣ୍ଟ୍ରୀ ଦେଖିବା ଗୋଟିଏ ନୂଆ ଜର୍ନଲ୍ ଏଣ୍ଟ୍ରୀ କରିବା ପ୍ରତ୍ୟେକ ଜର୍ନଲ୍ ଏଣ୍ଟ୍ରୀ ପାଇଁ ଥିବା ରେଫରେନ୍ସ ନମ୍ବର୍ ଜର୍ନଲ୍ ଏଣ୍ଟ୍ରୀ ପାଇଁ କିପରି ଗୋଟିଏ ଆଟାଚମେଣ୍ଟକୁ ଯୋଡ଼ିବା Balance sheetରେ ଥିବା Drill down ବିକଳ୍ପ କିପରି ଗୋଟିଏ ଟ୍ରାଞ୍ଜାକ୍ସନ୍‌କୁ ଭଏଡ୍ କରିବା?